ନିଟ ରେ ଆଦିବାସୀ ଝିଅର ସଫଳତା

Aug 27, 2026 - 10:16
0 200
ନିଟ ରେ ଆଦିବାସୀ ଝିଅର ସଫଳତା
ନିଟ ରେ ଆଦିବାସୀ ଝିଅର ସଫଳତା
ନିଟ ରେ ଆଦିବାସୀ ଝିଅର ସଫଳତା
ନିଟ ରେ ଆଦିବାସୀ ଝିଅର ସଫଳତା

ରାୟଗଡା ଜିଲ୍ଲା ବିଷମ କଟକ ଅଂଚଳ ର ନିଟ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବାମେଧାବୀ ଛାତ୍ରୀ କବିତା ହିକକା କୁ ବିଜେଡି ନେତା ଙ୍କ ସହାୟତା l ରାୟଗଡା :(ସୁବ୍ରତ ଚୌଧୁରୀ) ରାୟଗଡା ଜିଲ୍ଲା ବିଜେଡି ନେତା ଶ୍ରୀ ସୁଧୀର ଦାଶ ବିଷମ କଟକ ବ୍ଲକ ଅନ୍ତର୍ଗତ ସାହାଡ଼ା ଗ୍ରାମର ଗରିବ ଆଦିବାସୀ ପରିବାର ଜନ୍ମ ଗ୍ରହଣ କରିଥିବା ଝିଅ କବିତା ହିକକା ନିଟ ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ରୁ ତାଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରିବା ସହ ଆର୍ଥିକ ସାହାଯ୍ୟ ର ହାତ ବଢ଼ାଇଛନ୍ତି l କବିତା ଙ୍କ ବାପା ଲବ ହିକକା ବହୁତ ଗରିବ ହୋଇଥିବା ଯୋଗୁଁ ପିଲା ର ପାଠ ପଢିବା ଖର୍ଚ୍ଚ ବହନ କରିବା ପାଇଁ ଅକ୍ଷମ l ତେଣୁ ବିଜେଡି ନେତା ସୁଧୀର ଦାଶ ବର୍ଷକୁ ପଚାଶ ହଜାର ଟଙ୍କା ପ୍ରଦାନ କରିବା ପାଇଁ ନିଷ୍ପତି ନେଇଛନ୍ତି, ତତ ସହିତ ଅନୁସଙ୍ଗିକ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି l କୋରାପୁଟ ମେଡିକାଲ କଲେଜ ରେ ନାମ ଲେଖା ପାଇଁ କବିତା ଙ୍କୁ ସାହାଯ୍ୟ କରିଛନ୍ତି ସୁଧୀର l ବିଜେଡି ର ବ୍ଲକ ଉପାଧକ୍ଷ ଦେବୀ ପଟନାୟକ, ନାନୁ ପଣ୍ଡା,ଓ ଅନ୍ୟାନ୍ୟ ବିଜେଡି କର୍ମି ଉପସ୍ଥିତ ଥିବା ବେଳେ, ସୁଧୀର ଙ୍କୁ ପ୍ରଶଂସା କରିଛନ୍ତି ବହୁ ବୁଦ୍ଧିଜୀବୀ l

What's Your Reaction?

Like Like 2
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User