ଭଞ୍ଜନଗର ତନରଡା ଠାରେ ଆର୍ଯ୍ୟ ଯଜ୍ଞ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ
ବିଷୟ - ଆର୍ଯ୍ୟ ଯଜ୍ଞ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ତ ତନରଡ଼ା ଆ ର୍ଯ୍ୟକନ୍ୟା ଗୁରୁକୂଳ ଆଶ୍ରମ/ ଆର୍ଯ୍ୟ ସମାଜ ର ପ୍ରତିଷ୍ଠାତା ଶ୍ରୀବତ୍ସ ପଣ୍ଡା ଙ୍କ ଆଶ୍ରମ ଠାରେ ପ୍ରତ୍ୟେକ ଦିନ ଆଶ୍ରମ ତରଫରୁ ପ୍ରାତଃ ଏବଂ ସନ୍ଧ୍ୟା ସମୟ ରେ ଯଜ୍ଞ ସହ ଗୋସେବା କରାଯିବାସହ ଏକ ଭକ୍ତିମୟ ପରିବେଶରେ ଦିନ ତମାମ ଦୈନିକ ସେବା କାର୍ଯ୍ୟକ୍ରମରେ ସ୍ଥାନୀୟଅଧିବାସୀମାନଙ୍କ ସହ ଶ୍ରଦ୍ଧାଳୁଙ୍କ ପ୍ରତ୍ୟେକ ଦିନ ସହିତ ମୂଖ୍ୟ ଦିନମାନଙ୍କ ରେ ପୂଜାର୍ଚ୍ଚନା ସହ ବିଭିନ୍ନ ସେବା କାର୍ଯ୍ୟକ୍ରମ ଅତିଥି ମାନଙ୍କୁ ନିମନ୍ତ୍ରଣ କରି ଏକ ଭକ୍ତିମୟ ପରିବେଶ ଭିତରେ ଅଞ୍ଚଳ ପାଇଁ ଏବଂ ବିଶ୍ବ ପାଇଁ ଶାନ୍ତି,ବିକାଶ ପାଇଁ କରାଯିବାସହ ଜୀବନ କୁ ସରସ ସୁନ୍ଦର କରି ଗଢ଼ିବା ଶିକ୍ଷ୍ୟା ପ୍ରଦାନ କରାଯାଉଛି ।

What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)