ଆନନ୍ଦପୁର ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

Sep 21, 2026 - 20:56
Updated: 1 month ago
0 12
ଆନନ୍ଦପୁର ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା

ବ୍ଲକସ୍ତରୀୟ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ...

ଆନନ୍ଦପୁର , ୨୧/୦୯(କଳିଙ୍ଗ ସମ୍ବାଦ)Anandapur Block Secretary - Soumya Ranjan Sahoo 

2. Soujanya Kumar Panda

3. Prananath Kahali

4. Pitambar Jena

5. Bishnu Chandra Mishra 

6. Pramod Kumar Sahoo 

7. Kalpana Baral

8. Sagarika Jena

9. Nirupama Dey

10. Ramamani Sahoo 

11. Sunita Behera 

12. Gajendra Barik

13. Priyabrata BalBijaya Ojha

Jitendra Behera 

Sibasish Chakraborty 

Balakrishna Panda

Pratap Kumar Pagal

Ramesh Kumar Sahoo 

Padmanava Samal

ସମସ୍ତ କ୍ରୀଡା ଶିକ୍ଷକ ଆଜିର କ୍ରୀଡା ପ୍ରତିଯୋଗିତାରେ ସମ୍ପୂର୍ଣ ସହଯୋଗ କରିଥିଲେ....

): ଆନନ୍ଦପୁର ବ୍ଲକ ଅଧୀନରେ ବ୍ଲକସ୍ତରୀୟ କ୍ରୀଡ଼ା ଉତ୍ସବ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା। ପରେ ସୁରଜିତା ବାଇଙ୍କୁ ସଭାପତି ଭାବେ ଚୟନ କରାଯାଇଥିଲା।

କମଳ ଲୋଚନ ସାହୁ ଅତିଥିମାନଙ୍କ ପରିଚୟ ପ୍ରଦାନ ସହ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଛାତ୍ରୀମାନଙ୍କ ପକ୍ଷରୁ ସ୍ୱାଗତ ସଙ୍ଗୀତ ପରିବେଷଣ ପରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆକର୍ଷଣୀୟ ପ୍ୟାରେଡ୍ ପ୍ରଦର୍ଶନ କରାଯାଇଥିଲା। ପରେ ପତାକା ଉତ୍ତୋଳନ ଓ କ୍ରୀଡ଼ାବିତ୍‌ମାନଙ୍କ ଶପଥ ପାଠ ଅନୁଷ୍ଠିତ ହୋଇଥିଲା।

ସଭାପତି ସୁରଜିତା ବାଇ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ସିଆରସିସି ପ୍ରଦୀପ କୁମାର ରାଉତ, ବରିଷ୍ଠ ଶିକ୍ଷକ କମଳ ଲୋଚନ ସାହୁ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ହେମେନ୍ଦ୍ରନାଥ ମହାନ୍ତି, ବେଲବାହାଳୀ ସରପଞ୍ଚ ଦୀପ୍ତି ସାହୁ, ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ, ଏସ୍‌ଏମ୍‌ସି କମିଟି ସଭାପତି ମକରଧ୍ୱଜ ସାହୁ, ପିଏସ୍‌ଏସ୍‌ଏ ସଭାପତି ପ୍ରଭାକର ସାହୁ ଏବଂ ମା’ମଙ୍ଗଳା ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୌଦାମିନୀ କର ପ୍ରମୁଖ ଯୋଗଦେଇ କ୍ରୀଡ଼ାର ଗୁରୁତ୍ୱ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।

ଶେଷରେ ବିଭୁସ୍ମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପରିଚାଳନାରେ ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ସାହୁ, କମଳ ଲୋଚନ ସାହୁ, ସୁରଜିତା ବାଇ, ବିଭୁସ୍ମିତା ମିଶ୍ର, ଶୁଭଶ୍ରୀ ଦାସ, ଦାମନ ହଂସଦା, ପ୍ରାଣନାଥ କାହାଳୀ ଓ ଦିବ୍ୟରଂଜନ ସାହୁ ପ୍ରମୁଖ ସହଯୋଗ କରିଥିଲେ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User