ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ ସେବା ଠପ.. ଡିବିରୀ ଆଲୁଅ ସାହା ଭରଷା

Aug 26, 2026 - 22:01
0 48
ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ ସେବା ଠପ.. ଡିବିରୀ ଆଲୁଅ ସାହା ଭରଷା

ଦୁର୍ଗମ ଅଞ୍ଚଳ ରେ ବିଦୂତ ସେବା ଅପହଞ୍ଚ ଏକ ମାତ୍ର ଭରସା ଡିବିରୀ ଆଲୁଅ l 

,,,,,,,,,,,,,,,,,,,

Riportar kuna behera 

Place Boudha 

Date 26/8/26

ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତ ର ଅତି ଦୁର୍ଗମ ଏରିଆ କହିଲେ ରାଣୀସାହି, ବୁରୁଡି, ସାନଖଜୁରୀ, ବଡଖଜୁରୀ, କୁ ବୁଝା ପଡେ ହେଲେ ଦୁଃଖ ଓ ପରିତାପର ବିଷୟ ବୁରୁଡି କୁ ଲାଇନ ଗଲା ଘର ମାନଙ୍କୁ ବିଦୂତ ସଂଯୋଗ ଦିଆଗଲା ହେଲେ ତିନି ଚାରି ଦିନ ଲାଗିଲା ପରେ ସମ୍ପୂର୍ଣ ଠପ ହୋଇ ରହିଛି ବାରମ୍ବାର ଗ୍ରାମ ବାସି ଲିଖିତ ଅଭିଯୋଗ କରିଆସୁଥିଲେ ସୁଦ୍ଧା ସୁଦ୍ଧା କେହି କର୍ଣ୍ଣ ପାତ କରୁନାଁହାନ୍ତି ଯାହାକି ଜଙ୍ଗଲ ଏରିଆ ସାପ ସରୀସୃପ ଯିବ ଜନ୍ତୁ ପାଈଁ ଭୟ ପୁଣି ପୂର୍ବରୁ କିରୋସିନି ମିଳୁଥିଲା ହେଲେ ଆଜିର ଦିନର ତାହା ସ୍ବପ୍ନ ହୋଇଗଲା କେବଳ ଡିଜେଲ ଆଣି ଡିବିରୀ କିମ୍ବା ଲଣ୍ଠନ ବ୍ୟବହାର କରି ରାତି ଚଳି ଥାନ୍ତି ହେଲେ ଆଜକୁ ବିଦୂତ ସଂଯୋଗ କରିବାର ବର୍ଷ ପୂର୍ତ୍ତି ହୋଇଥିଲେ ସୁଦ୍ଧା କୌଣସି ପ୍ରକାର ବ୍ୟବସ୍ଥା କରାଗଲା ନାହିଁ ଯାହାକି ଗ୍ରାମ ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଲାଇନ ଚାଲୁ ରହିଛି ହେଲେ ଗ୍ରାମ ରେ ନ ଲାଗିବାର କାରଣ କଣ ଅସୁବିଧା ବୋଲି ପ୍ରଶ୍ନ ଉଠୁଛି ପୁଣି ଗ୍ରାମରେ ସ୍ଥାପିତ ହୋଇଛି ଏକ ବି ଏସ ଏନ ଏଲ ଟାୱାର କିନ୍ତୁ ସମସ୍ତ ପାଖରେ ରହିଛି ଛୋଟ ବଡ଼ ମୋବାଇଲ କିନ୍ତୁ ଦୁଃଖର କଥା ହେଲା ଚାର୍ଜ ପାଈଁ କୌଣସି ବ୍ୟବସ୍ତା ନାହିଁ ପୁଣି ଦୁଇ କିଲୋମିଟର ବାଟ ଯାଇ ମୋବାଇଲ ଚାର୍ଜ କରିବାକୁ ପଡିଥାଏ ପ୍ରାୟ ସମୟ ମୋବାଇଲ ମଧ୍ୟ ସୁଇଚ ଅପ ହୋଇ ରହିଥାଏ ଜରୁରୀ ସମୟରେ ଫୋନ କରିବାକୁ ମଦ୍ୟ ସମସ୍ୟା ଉପୁଜିଥାଏ l ଏଣୁ ରାତି ସମୟରେ ଛାତ୍ର ଛାତ୍ରୀ ପାଠ ପଢିବେ କଣ l ଏଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ବିଦୂତ କାର୍ଯ୍ୟ କାରିତା କରିବା ପାଈଁ ଗ୍ରାମ ବାସି ଦାବି କରିଛନ୍ତି l ( ବୌଦ୍ଧ ରୁ କୁନା ବେହେରା ଙ୍କ ରିପୋର୍ଟ - କଳିଙ୍ଗ ସମ୍ବାଦ 

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User