ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ସମସ୍ତ ଙ୍କୁ kwmi ପରିବାର ପକ୍ଷରୁ ଶୁଭେଚ୍ଛା

Sep 15, 2026 - 07:34
0 11
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ସମସ୍ତ ଙ୍କୁ kwmi ପରିବାର ପକ୍ଷରୁ ଶୁଭେଚ୍ଛା

ଜୟ ମା ସମଲେଇ ।

କଳିଙ୍ଗ ସମ୍ବାଦ / ଭୁବନେଶ୍ୱର 

    ସମକୁ ନୂଆଁଖାଇ ଜୁହାର ।ପଶ୍ଚିମ ଓଡ଼ିଶାର ସବୁନୁ ବଡଖା ତିହାର "ନୂଆଁଖାଇ" ହେଉଛେ଼ ଗୁଟେ ମଉଜ ମଜଲିସ, ନୂଆ ଆଶା ବିଶ୍ୱାସ ଆଉ ଭାଇଚାରାର କୃଷିଭିତ୍ତିକ ଗଣ ପରବ । ନୂଆ କରି ଚାଷ କରି ଥିବାର ନୂଆ ଧାନନୁ ଖିରି ପିଠା ଏନ୍ତା କେତନି କେତେ ଖାଇବାର ଦରବ ବନେଇ କରି ଘରର ବଡ଼ଖା ମାନେ ଇଷ୍ଟଦେବୀକେ ଭୋଗ ଲଗେଇ ସାରଲା ପରେ ସଭେ ଗୁଟେ ଠାନେ ବସିକରି ନୂଆଁ ଖାଏସନ୍ । ନୂଆଁ ଖାଇ ସଖଲେ ଛୋଟ ମାନେ ବଡ ମାନକେ ପାହା ଛିଁ କରି ଜୁହାର କରସନ୍ । ଇତାର ଦ୍ଵାରା ନିଜ ନିଜର ଭିତରେ କି ପରିବାର ଭିତରେ ଥିବାର ମନମନାନ୍ତର ସବୁ ଦୂର ହେଇ କରି ଗୁଟେ ନୂଆଁ ସଦ ଭାବନା ତିଆର ହେସି ।ପଶ୍ଚିମ ଓଡ଼ିଶାର ବଡଖା ତିହାର ନୂଆଁଖାଇ ଉଧେ ସାରା ଓଡ଼ିଶାର ଲୋକ ମାନକୁ କେତନି କେତେ ଅଭିନନ୍ଦନ ଆଉ ଶୁଭେଛା। ମା ସମଲେଇର ଦୟାଥି ସାରା ଓଡ଼ିଶାର ଲୋକ ମାନକର ଇ ବରଷଟା ମଙ୍ଗଳମୟ ହେଉ ଆଉ ସମକର ଲାଗି ସୁଖ ସମୃଦ୍ଧି ଆନି ଦେଉ , ଇଟା ମହାପ୍ରଭୁର ପାନେ ମୋର ବିନତି ଆଉ ଗୁହାରି ଆଏ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User