ସାତମାଇଲ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Aug 28, 2026 - 13:10
Updated: 2 months ago
0 19
ସାତମାଇଲ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ସାତମାଇଲ ଛକରେ ମର୍ମାନ୍ତୁତ ଦୁର୍ଘଟଣା 

ଧାନ ବୋଝେଇ ଆଇଚର ପଲଟିଲା ଟାଟା ମ୍ୟାଜିକ ଉପରେ ଜଣଙ୍କ ମୃତ୍ୟୁଦେହ ଉଦ୍ଧାର, ଉଦ୍ଧାର କାର୍ଯ୍ୟ ଜାରି 

********#ବିନୟ ବେହେରା #କଳିଙ୍ଗ ସମ୍ବାଦ 

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳଥାନା ସାତମାଇଲ ଛକ ଠାରୁ ଶହେ ମିଟରଦୂର ବୁଢ଼ୀ ଠାକୁରାଣୀ ମନ୍ଦିର ନିକଟରେ ଆଜି ସକାଳ ୧୧ଘଣ୍ଟା ସମୟରେ ଗୁଡ଼ିଆକାଟେଣୀ ପଟୁ ଆସୁଥିବା ଏକ ଧାନ ବୋଝେଇ ଆଇଚର OF21Y0041 ହଟାତ ଝୁଲମାରି ଡାହାଣପଟକୁ ଥିବା OR064993 ନଂ ବିଶିଷ୍ଟ ଟାଟା ମେଜିକ ଗାଡି ଉପରେ ସମ୍ପୂର୍ଣ୍ଣ ମାଡି ଚାପି ଦେଇଥିଲା ଫଳରେ ସେହିଠାରେ ଛିଡା ହୋଇଥିବା ଜଣେ ବ୍ୟକ୍ତି ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ହିନ୍ଦୋଳ ପୋଲିସ ଉଦ୍ଧାରକାର୍ଯ୍ୟ ଜାରି ରଖିଥିବାବେଳେ ଚାପି ହୋଇଯାଇଥିବା ଟାଟା ମେଜିକ ଗାଡ଼ିରେ କେତେ ବ୍ୟକ୍ତି ରହିଯାଇଛନ୍ତି ଜଣାପଡ଼ିନାହିଁ ଏବଂ ଆଇଚର ଡ୍ରାଇଭର ର ମଧ୍ୟ ଦେଖା ମିଳୁନାହିଁ। ତେବେ କ୍ରେନ ସହାୟତା ଗାଡିକୁ ଉଠାଇବାପରେ ହିଁ ପ୍ରକୃତ ମୃତାହତ ଜଣା ପଡିବ ହିନ୍ଦୋଳ ବିନୟ ବେହେରା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User