ଅଲ ଓଡିଶା ସିଡୁଲ କାଷ୍ଟ ଫେରେଡେସନର ଷଷ୍ଠ ବାର୍ଷିକ ଉତ୍ସବ

Aug 30, 2026 - 21:06
0 71
ଅଲ ଓଡିଶା ସିଡୁଲ କାଷ୍ଟ ଫେରେଡେସନର ଷଷ୍ଠ ବାର୍ଷିକ ଉତ୍ସବ

ଅଲ୍ ଓଡିଶା ସିଡୁଲ୍ କାଷ୍ଟ୍ ଫେଡେରେସନ୍ ର 

ଷଷ୍ଠ ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବ 

ଅଲ୍ ଓଡିଶା ସିଡୁଲ୍ କାଷ୍ଟ୍ ଫେଡେରେସନ୍ କଳାହାଣ୍ଡି ର ପ୍ରକୃତ 30 ଅଗଷ୍ଟ 2021 ପ୍ରତିଷ୍ଠା ହୋଇଥିଲା ।ପ୍ରତିବର୍ଷ 30 ଅଗଷ୍ଟ କୁ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଇ ଆସୁଥିବାବେଳେ ଚଳିତ ବର୍ଷ ମଧ୍ୟ ଅଲ୍ ଓଡିଶା ସିଡୁଲ୍ କାଷ୍ଟ୍ ଫେଡେରେସନ୍ ର ସଭାପତି ଦିଗାମ୍ବର ଲୁହା ଓ ମହାସଚିବ ଯତୀନ୍ଦ୍ର କରଙ୍କ ଆହ୍ବାନ କ୍ରମେ ଷଷ୍ଠ ତମ ପ୍ରତିଷ୍ଠା ଦିବସ ଭବାନୀପାଟଣା ସ୍ଥିତ ଆମ୍ଲା ଭବନ ଠାରେ ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ସହ ମହାସଚିବ ଯତୀନ୍ଦ୍ର କର ପାରମ୍ଭିକ ଫେଡେରେସନ୍ ର ବିବରଣୀ ସହ ସଭା ପରିଚାଳନ କରିଥିବାବେଳେ କାର୍ଯ୍ୟକlରି ସଭାପତି ଜୟ ପ୍ରକାଶ ଜାଲ ସହ ପରିଚାଳନା କରିଥିଲେ ।ଏଠାରେ ମୁଖ୍ୟ ଅତିଥି ରୂପେ ଫେଡେରେସନ୍ ର ବରିଷ୍ଠ ଉପଦେଷ୍ଟା ରାଜେନ୍ଦ୍ର ଭାରତୀ ,ସମ୍ମାନିତ ଅତିଥି କାର୍ଯ୍ୟକାରୀ ସଭାପତି ଆଇଜିବି ଦିଗାମ୍ବର ଦୁରିଆ ,ଆଇନ ପରାମର୍ଶ ଦାତା -ଛବି ଲାଲ ନିଆଲ, ସତ୍ନାମି ସମାଜ ର ଜିଲ୍ଲା ସଭାପତି କ୍ଷେତ୍ର ମୋହନ ସେନାପତି ,ବରିଷ୍ଠ ଉପ ସଭାପତି ଧବଳେଶ୍ଵର ନାଗ ,କାର୍ଯ୍ୟକାରୀ ସଭାପତି କଞ୍ଚେଶ୍ୱରି ବାଗ,ଅଜୟ ଦୀପ ,ଅବସର ପ୍ରାପ୍ତ ଶିକ୍ଷ୍ୟା ଅଧିକାରୀ ଗୁଣନିଧି ବାଗ ,ସମ୍ପାଦକ ତଥା ଆଇନଜିବି ଖଗେଶ୍ବର ପାଣିଗ୍ରାହୀ , ବରିଷ୍ଟ ସମାଜସେବୀ -ଦୟାନିଧି ନାଏକ ,କୋଷାଧ୍ୟକ୍ଷ କୌସିକ ଦୂରିଆ,ଭୀମ ଆର୍ମୀ ରଶ୍ମି ରଂଜନ ସୁନା ,ଅବସର ପ୍ରାପ୍ତ କୃଷି ଅଧିକାରୀ ଚକ୍ର ଧର ବେଣୁ ପାଣି ମଞ୍ଚାସିନ ଥିଲେ । ଉକ୍ତ କାର୍ଯ୍ୟ କ୍ରମରେ ସମାଜର ବରିଷ୍ଠ ଓ ସକ୍ରିୟ ଆମ୍ବେଦକର ବାଦି କାର୍ଯ୍ୟ କର୍ତ୍ତା ଯଥା ରାଜେନ୍ଦ୍ର ଭାରତୀ, ରାମ ସ୍ବାମୀ ନାଏକ୍ ,ଧବଳେଶ୍ଵର ନାଗ,ଗୁଣ ନିଧି ବାଗ,ଅଭିମନ୍ୟୁ ବିଶି ,ପୁରନ୍ଧର କରୁଆଁ, ଜନ୍ମେ ଜୟ କୁମାର ( ପୂର୍ବ ତନ କ୍ୟାପଟେନ ),ବନମାଳୀ ବାଗ ,ବୈଦ୍ୟନାଥ ନାଏକ,ଢଗ ମାଲିଆ ନାଏକ, ଦୟାନିଧି ନାଏକ ,ଯୁଧିଷ୍ଟିର ଭଗତ,ଜୟ ପ୍ରକାଶ ଜାଲ,ଅଭିରାମ ସାଗର, ମୌସିକ ମଙ୍ଗରାଜ ,ଶ୍ରୀକାନ୍ତ ଛତ୍ରିଆ ,ସମ୍ପତି ବେହେରା,ଅଭିମନ୍ୟୁ ବିଶି ,ଗୁଣନିଧି ବାଗ,ଧୀରେନ୍ଦ୍ର ସୁନାନୀ ,ଅଭି ଜିତ୍ କର, ରମେଶ ଚନ୍ଦ୍ର ଦୂର୍ଗା , ସମାଜର ବରିଷ୍ଠ ସାମାଜିକ କାର୍ଯ୍ୟ କର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା ପର୍ତ୍ର ସହ ଉପ ଢୌକନ୍ ପ୍ରଦାନ କରାଯାଇଥିବା ବେଳେ । ପ୍ରକାଶ ସାଗର, ପ୍ରେମଲାଲ ନାଏକ, ହରି ବାଗ, ଦୟାନିଧି ନିଆଲ, ତ୍ରିଲୋକ୍ୟ ହରପାଳ, ପ୍ରହଲ୍ଲାଦ ବିଶି,ରଘୁନାଥ ରାମ ପାଣିଗ୍ରାହୀ,ଖମାରୀ ,ବାବୁଲି ବିଶି ,ଗଭୀର ସୁନା ,ବିଜୟ ମହାନନ୍ଦ ,ଜଗଦୀଶ ନାଏକ ,ଭୂରି ଶ୍ରବା ଜାଲ,ବରୁଣ ମହାନନ୍ଦ,ସନ୍ତୋଷ ବିହାରୀ,କୁଶ ଦ୍ୱାଜ୍ କର ,ଦେବେଶ କର, ଅନ୍ୟାନ୍ୟ ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ ଏବଂ ଜିଲ୍ଲା ର କୋଣ ଅନୁକୋଣରେ ଯୋଗ ଦେଇ ଥିଲେ । ବକ୍ତା ଓ ଅତିଥି ମାନେ ମହାସଂଘ ସୁ ସଂଗଠିତ ସମାଜ ଗଠନ କରିବା ସହ ଶିକ୍ଷା ,ସାମାଜିକ , ଅର୍ଥାନିତିକ , ସାମ୍ବିଧାନିକ ଅଧିକାର ,ବହୁଜନ ବିଚାର କୁ ପ୍ରନ୍ତ ସ୍ତରରେ ପହଞ୍ଚାଇ ନ୍ୟାୟ ,କ୍ଷମତା,ସ୍ୱତନ୍ତ୍ରତା ଓ ବନ୍ଧୁତା ସମାଜ ସ୍ଥାପନ କରି ସମାଜକୁ ମୁଖ୍ୟ ସ୍ରୋତ ରେ ସାମିଲ କରିବା ପାଇଁ ସଂକଳ୍ପ କରିଥିଲେ ।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User