କ୍ଷତ୍ରିୟ ଧାକଡ଼ ସମାଜର ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

Sep 25, 2026 - 11:07
0 38
କ୍ଷତ୍ରିୟ ଧାକଡ଼ ସମାଜର ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ

ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ

କଳିଙ୍ଗ ଦର୍ପଣ /ଗୋପାଳ ପଣ୍ଡା 

କ୍ଷତ୍ରିୟ ସମାଜ ତରଫରୁ ଆସନ୍ତା ଅକ୍ଟୋବର ଏଗାର ତାରିଖରେ ଜାମଗୁଡା ରେ ଅନୁଷ୍ଠିତ ହେବ ନୂଆଁଖାଇ ଭେଟଘାଟ। ଏହି ଅବସରରେ ନବରଙ୍ଗପୁର ତୃପ୍ତି ଲଡ୍ଜ ସଭାଗୃହ ରରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ସଭାପତି ଚକ୍ରଧର ସିଂ, ସଂଗଠନ ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ, କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ, ଉପସଭାପତି କାର୍ତ୍ତିକ ଦାସ, ପଦ୍ମନ ନାୟକ, ସୁରେନ୍ଦ୍ର ନାୟକ, ମନମୋହନ ସିଂ ଓ ହରିହର ଧାକଡ, କୋଷାଧ୍ୟକ୍ଷ ଭୀକାରୀ ଚରଣ ନାୟକ ଉପସ୍ଥିତ ଥିଲେ। ନୂଆଁଖାଇ ଭେଟଘାଟ ପାଇଁ ସୁବିସ୍ତୃତ ଆଲୋଚନା କରାଯାଇ ଥିଲା। ଅନ୍ୟ ପ୍ରମୁଖ ବ୍ୟକ୍ତି ମାନଙ୍କ ମଧ୍ୟରେ, ଉପସଭାପତି ସଦନ ନାୟକ, ସଂପାଦକ ଲକ୍ଷ୍ମଣ ସିଂ ଓ ବିଭୁତି ନାୟକ, ସଂଯୋଜକ ବଳଭଦ୍ର ସିଂ, କୈଳାସ ପାତ୍ର,ନୀଲମ ପାତ୍ର, ଦଷମୁ ପାତ୍ର, ଯଦୁନାଥ ପଣ୍ଡା ଓ କୋର କମିଟି ର ସଦସ୍ୟମାନେ ଉପସ୍ଥିତ ଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User