ରାମନାମୀ ସମାଜ ପକ୍ଷରୁ ନୁଆଁଖାଇ ପାଳନ

Sep 04, 2026 - 17:29
0 27
ରାମନାମୀ ସମାଜ ପକ୍ଷରୁ ନୁଆଁଖାଇ ପାଳନ

*ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ*#କଳିଙ୍ଗ ସମ୍ବାଦ #ଗୋପାଳ ପଣ୍ଡା 

ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରର ଡାବୁଗାଁ ସ୍ଥିତ ନିର୍ମାଣାଧୀନ ରାମ ମନ୍ଦିର ପ୍ରାଙ୍ଗଣରେ ରାମ ନାମୀ ସମାଜର ନୂଆଖାଇ ପର୍ବ ପାଳିତ ହୋଇ ଯାଇଛି। ରାମ ଭକ୍ତ ଗୋବର୍ଦ୍ଧନ ବାବା ଙ୍କ ପୌରହିତ୍ୟ ରେ ପାଳିତ ଏହି ପବିତ୍ର କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗ ହିନ୍ଦୁ ମହାସଂଘ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୂର୍ଯ୍ୟବଂଶୀ ଜୟନ୍ତ ଯୋଗ ଦେଇଥିଲେ। ଗଣେଶ ନାୟକ, ବଳରାମ ଗୌଡ଼ ତଥା ଜିଲ୍ଲା ର ଅନେକ ରାମ ଭକ୍ତ ଏହି ପବିତ୍ର କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଗୋବର୍ଦ୍ଧନ ବାବା ଙ୍କ ଉଦ୍ୟମ ରେ ଅନେକ ମୂଳ ନିବାସୀ ରାମନାମୀ ଦିକ୍ଷା ରେ ଦିକ୍ଷୀତ ହେଉଛନ୍ତି। ବାବା ହିନ୍ଦୁ ମହାସଂଘ ର ରାଜ୍ୟ ଗୋ ରକ୍ଷା ପ୍ରମୁଖ ମଧ୍ୟ ଅଟନ୍ତି।

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User