ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ ମାଛ

Sep 03, 2026 - 16:19
0 80
ଭିଜିଲାନ୍ସ ଜାଲରେ ପୁଣି ଜଣେ ବଡ଼ ମାଛ

ଭିଜିଲାନ୍ସ ଜାଲରେ ଯାଜପୁର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର#କଳିଙ୍ଗ ସମ୍ବାଦ #ଯାଜପୁର 

ଯାଜପୁର ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର ସଞ୍ଜୟ ହାଁସଦା

୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ହୋଲସେଲ୍ ମେଡିସିନ୍ ଲାଇସେନ୍ସ ପାଇଁ ନେଉଥିଲେ ଲାଞ୍ଚ 

କାର୍‌ ଭିତରେ ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

ଅଭିଯୁକ୍ତଙ୍କ ଅଫିସ୍ ଓ ବାସଭବନରେ ଚାଲିଛି ଚଢ଼ାଉ

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User