ସମୁଦ୍ର ଭିତରୁ ମନ୍ଦିର ଠାବ
ଗଞ୍ଜାମ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ରହସ୍ୟମୟ ଦଧିନଉତି ଠାବ, ମାଟି ତଳେ ପୋତି ହୋଇ ରହିଛି ମନ୍ଦିରର ଅଂଶ, ଦିନେ ଥିଲା ଜନବସତି, ସମୁଦ୍ର କୂଳ ଲଙ୍ଘିବାରୁ ଘରଦ୍ୱାର ଲୀନ, ମାଟି ତଳେ ସମ୍ପୂର୍ଣ୍ଣ ମନ୍ଦିର ଅଛି କି କେବଳ ଦଧିନଉତି, ତାହାକୁ ନେଇ ବଢୁଛି ରହସ୍ୟ।#କଳିଙ୍ଗ ସମ୍ବାଦ
#Ganjam #MysteriousTemple #TempleMystery #SeaBeach #kwmi
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)