ଓଡିଶା ରାଜ୍ୟ ଅବସର ପ୍ରାପ୍ତ କର୍ମଚାରୀ ମହାସଂଘ ର ଧାରଣା
ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଧାରଣା। ୨୦୨୫ ଭାଲିଡେସନ୍ ଆଇନ୍ ଉଚ୍ଛେଦ ଦାବି ।
କଳିଙ୍ଗ ଦର୍ପଣ /ଖଲ୍ଲିକୋଟ /ଶିବରାମ ଜେନା


ଖଲ୍ଲିକୋଟ;୩୦/୦୯. ଆଜି ସ୍ଥାନୀୟ ଖଲ୍ଲିକୋଟ ବ୍ଳକ୍
ପରିସରରେ ଧାରଣା ଦେଇଛନ୍ତି, ଓଡ଼ିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଖଲ୍ଲିକୋଟ ବ୍ଳକ୍
ଶାଖା । ଏ ଅବସରରେ ସର୍ଵ ଭାରତୀୟ ଦାବି ଦିବସ ୩୦
ସେପ୍ଟେମ୍ୱର ୨୦୨୬କୁ ଆଖ୍ୟା ଦିଆଯାଇଛି। ତତ୍ ସହିତ
୧୨ ଦଫା ସମ୍ବଳିତ ଦାବିପତ୍ର, ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କୁ
ଖଲ୍ଲିକୋଟ ଵିଡିଓ ଙ୍କ ଜରିଆରେ ଅବସରପ୍ରାପ୍ତ କର୍ମଚାରୀ ମହାସଂଘ ପ୍ରଦାନ କରିଥିଲେ। ଆଜି ର ଏକାର୍ଯ୍ୟକ୍ରମ ରେ ପେନସନ୍ ଉପଭୋକ୍ତା ମାନେ PWD
ବଙ୍ଗଳା ରୁ ପ୍ଲାକାର୍ଡ ଧରି ସ୍ଲୋଗାନ୍ ଦେଇ ବ୍ଲକ୍ ପରିସର କୁ
ଆସି, ଵିଡ଼ିଓ ଶ୍ରୀ ଦେବାଶିଷ ସାମଲ ଙ୍କୁ ଭେଟି ଦାବିପତ୍ର
ଦେଇଥିଲେ , ତାପରେ ଶୃଙ୍ଖଳା ସହ ଜଗନ୍ନାଥଙ୍କ ଫଟୋ
ରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଧାରଣା
ରେ ବସିଥିଲେ। ଖଲ୍ଲିକୋଟରୁ ଶିବରାମ ଜେନା କଳିଙ୍ଗ ଦର୍ପଣ
ଦର୍ପଣ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)