ଆରମ୍ଭ ହେଲା ଆନ୍ଦୋଳନ

Sep 03, 2026 - 19:44
Updated: 2 months ago
0 34
ଆରମ୍ଭ ହେଲା ଆନ୍ଦୋଳନ
ଆରମ୍ଭ ହେଲା ଆନ୍ଦୋଳନ
ଆରମ୍ଭ ହେଲା ଆନ୍ଦୋଳନ

ଅଜି ଆମ କେଉଁଝର ଜିଲ୍ଲା ର ପୁରୁଣା ସହର 

(OLD TOWN ) ଯାହା ଗନ୍ଧମାର୍ଦ୍ଧନ ଖଣି ପ୍ରଭାବିତ ଅଞ୍ଚଳ ବାସୀ ତାଙ୍କ ର ହକ କୁ ଛଡ଼ାଇ ନେଇଥିବା ଗନ୍ଧମାର୍ଦ୍ଧନ ଆଇରନ ଓର ମାଇନ୍ସ(omc)କୁ ଯାଇ ତାଙ୍କ ନ୍ୟIର୍ଯ୍ୟ ଦାବି ହାସଲ କରିବା ପାଇଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇ ଥିଲେ ଯିଦି (omc) କତୃପକ୍ଷ ଏନେଇ ପଦକ୍ଷେପ ନନେବେ ଆଗାମୀ ଦିନରେ ପରିସ୍ଥିତି ଭୟଙ୍କର ରୂପ ନେବ l#kalinga sambad #keonjhar 

ଦଳ ବଳ ନିର୍ବିଶେଷରେ ହକ ଏବଂ "ମା"ମାଟି ପାଇଁ ଲଢେଇ ଜାରି ରହିବ 

#ଜୟ_କେନ୍ଦୁଝର 

#ଜୟ_ପ୍ରଭୁ_ବଳଦେବଜୀଉ 

#ଜୟ_ମା_ତାରିଣୀ 🙏#Satya Das 

What's Your Reaction?

Like Like 0
Dislike Dislike 0
Love Love 1
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User