ଓମ ଶାନ୍ତି ନଗର ରୋଡ଼ ପାଇଁ ଟଣା ଓଟରା

Sep 06, 2026 - 19:51
0 51
ଓମ ଶାନ୍ତି ନଗର ରୋଡ଼ ପାଇଁ ଟଣା ଓଟରା

ଓମ୍ ଶାନ୍ତି ନଗର ରୋଡ଼ ପାଇଁ ଟଣାଓଟରା।

କଳିଙ୍ଗ ସମ୍ବାଦ 

ଗଞ୍ଜାମ:ଖଲ୍ଲିକୋଟ ରୁ ଶିବରାମ ଜେନା,KWMI ଅତି ରିକ୍ତ ଜିଲ୍ଲା ପ୍ରତିନିଧି।

ଖଲ୍ଲିକୋଟ :୦୬/୦୯, ଖଲ୍ଲିକୋଟ ସହର ର ଉନ୍ନତି ମୂଳକ କାର୍ଯ୍ୟ କ୍ରମ ବୃଦ୍ଧି ପାଇଛି ବୋଲି ଚାରିଆଡ଼େ 

ଡିଣ୍ଡିମ ବାଜୁଥିଲା ବେଳେ, ଏଥିରୁ ବାଦ୍ ପଡିଛନ୍ତି ଓମ୍ ଶାନ୍ତି ନଗର ବାସିନ୍ଦା। ଏଠାକାର ବାସିନ୍ଦାମାନେ ଆଜି କୁ

୨୭ ବର୍ଷ ଧରି ବସବାସ କରିଆସୁଛନ୍ତି। ଏନ୍ ଏ ସି କୁ 

ନିୟମିତ ଟିକସ ପୈଠ କରୁଛନ୍ତି, ନୂତନ ଗୃହର ନକ୍ସା 

ଅନୁମୋଦନ କରି ସରକାରଙ୍କୁ ଶ୍ରମ ବିଭାଗ ତଥା 

ଏନ୍ ଏ ସି କୁ ଶହେ କେ ୨ଟଙ୍କା ହିସାବରେ ପ୍ଲାନ୍ ଏଷ୍ଟିମେଣ୍ଟ ପାଇଁ ଜମା କରି ଥାନ୍ତି । କିନ୍ତୁ ପରିତାପର ବିଷୟ ପାଲଟିଛି ଏପର୍ଯ୍ୟନ୍ତ ରୋଡ଼ କାମ ହୋଇପାରି ନାହିଁ 

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଟେଣ୍ଡର ପ୍ରକ୍ରିୟା କୁ ନେଇ ଧସ୍ତାଧସ୍ତି ଚାଲିଥିବା ବେଳେ ରିପୋର୍ଟ ର ଶିବରାମ ଜେନା 

ବହୁ ବାଦବିବାଦ କଳ୍ପନାଜଳ୍ପନା ଭିତରେ ଗତି କରି କୋୖଣସି ମତେ ରୋଡ଼ କାମ ପାଇଁ ସୁବ୍ୟବସ୍ଥା କରାଯାଇଥିବା କୁହାଯାଉଛି। ଖବର ନେବାରୁ ଜଣାପଡିଛି ଯେ ଉକ୍ତ କାମ ତୋଟା ଗାଁ ର ଭାଗିରଥି ସେଠୀ ଙ୍କ ନାମ ରେ ଆଦେଶ ପତ୍ର ଦିଆହୋଇଯାଇଛି। କିନ୍ତୁ କାହିଁକି ଏ

ପର୍ଯ୍ୟନ୍ତ ରୋଡ଼ କାମ ଆରମ୍ଭ ହୋଇନାହିଁ। ଏହାର 

ପଛରେ କି ରହସ୍ୟ ରହିଛି ତଦନ୍ତ କଲେ ସତ୍ୟା ସତ୍ୟ ପର୍ଦ୍ଧାଫାଶ ହେଵ। ଏସଂକ୍ରାନ୍ତରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସନ୍ଦିପ ଖାଡଙ୍ଗା ଓ ଅଧ୍ୟକ୍ଷ ଶ୍ରୀ ନୀରଞ୍ଜନ ବେହେରାଙ୍କୁ କଳିଙ୍ଗ ସମ୍ବାଦ ର ରିପୋର୍ଟ ର ଶିବରାମ ଜେନା ବହୁବାର ନିବେଦନ କରିଛନ୍ତି ତଥାପି କେହି ହେଲେ କର୍ଣ୍ଣପାତ କରୁନଥିବା ଜଣାଯାଏ। ଉଭୟେ ଉଭୟଙ୍କୁ ଦେଖା ଦେଖି କରାଉଛନ୍ତି ବୋଲି ଶିବରାମ ଜେନା ଲକ୍ଷ୍ୟ କରିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ବାଲି ଦର ବୃଦ୍ଧିକୁ ନେଇ ରୋଡ଼ କାମ ହୋଇପାରୁନାହିଁ ବୋଲି ଜନସାଧାରଣ ଙ୍କ ମଧ୍ୟରେ ଚର୍ଚ୍ଚା ଜୋର ରେ ଧରିଛି। ଏଠାରେ କୁଜି ନେତାମାନଙ୍କ ଖେଳ କୁ

ଜନସାଧାରଣ ଙ୍କ ପାଇଁ କାଳ ପାଲଟିଛି। ଆମେ ରାଜନିତୀ

ବିଜ୍ଞାନରେ ପଢ଼ିଥିଲେ in a Democracy country Government is of the people,by the people,for the people. But nowadays 

It is seen negative.which can't be explained before the people. ଏସଂକ୍ରାନ୍ତରେ 

ଡବଲ୍ ଇଞ୍ଜିନ୍ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ଜନସାଧାରଣ ନିବେଦନ କରିଛନ୍ତି ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User