ଚାକିରୀ ଦେବା ନାଁରେ ମହା ଠକେଇ
#ସରକାରୀ_ଚାକିରି_ନାଁରେ_ଠକେଇ
ବ୍ରହ୍ମପୁର: ସରକାରୀ ଚାକିରି ନାଁରେ ବଡ଼ ଠକେଇ
୧.୫୦ କୋଟି ଟଙ୍କା ଠକେଇ ଅଭିଯୋଗରେ ୫ ଗିରଫ
ଦମ୍ପତିଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ବୈଦ୍ୟନାଥପୁର ପୋଲିସ
ସରକାରୀ ଚାକିରି ଦେବା ନାଁରେ ବେକାର ଯୁବକ-ଯୁବତୀଙ୍କୁ ଠକେଇ
୯୮ ଲକ୍ଷ ଟଙ୍କା ନଗଦ ହସ୍ତାନ୍ତର ହୋଇଥିବା ଅଭିଯୋଗ
ପ୍ରାର୍ଥୀଙ୍କ ଅରିଜିନାଲ୍ ସାର୍ଟିଫିକେଟ୍ ରଖିଥିବା ଅଭିଯୋଗ
ନକଲି ନିଯୁକ୍ତିପତ୍ର, ଯୋଗଦାନ ପତ୍ର ଓ ରସିଦ ଜବତ
ଗିରଫ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କଲା ପୋଲିସ
What's Your Reaction?
Like
1
Dislike
0
Love
0
Funny
0
Wow
0
Sad
0
Angry
0
Comments (0)