ଭୁବନେଶ୍ୱର ରେ ସେବା ସଂକଳ୍ପ ଅଭିଯାନ
ସେବା ସଂକଳ୍ପ ଅଭିଯାନ ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା
କଳିଙ୍ଗ ସମ୍ବାଦ /ସାଇ ଆଦିତ୍ୟ ଜେନା /ଭୁବନେଶ୍ୱର
(BJYM), ଓଡ଼ିଶା ଦ୍ବାରା ଆୟୋଜିତ ରକ୍ତଦାନ ଶିବିରରେ ଗୋଟିଏ ଦିନ ଓ ଗୋଟିଏ ସ୍ଥାନରେ ରେକର୍ଡ ସଂଖ୍ୟକ ୟୁନିଟ୍ ରକ୍ତ ସଂଗ୍ରହ ହେବା ଅତ୍ୟନ୍ତ ଗୌରବର ବିଷୟ। ଓଡ଼ିଶାର ଯୁବସମାଜ ଆଜି ନିଜର ସାମାଜିକ ଦାୟିତ୍ବବୋଧ ଓ ସେବା ମନୋଭାବର ଏକ ଜ୍ବଳନ୍ତି ପ୍ରମାଣ ଦେଇଛନ୍ତି।
ଏହି ମହା ଅଭିଯାନରେ ସ୍ବେଚ୍ଛାକୃତ ଭାବେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ରକ୍ତଦାତା ଭାଇ-ଭଉଣୀ, ସ୍ବେଚ୍ଛାସେବୀ ଓ ନିଷ୍ଠାପର କାର୍ଯ୍ୟକର୍ତ୍ତାଙ୍କୁ ସାଧୁବାଦ। ଆପଣମାନଙ୍କର ଏହି ନିଃସ୍ବାର୍ଥପର ପ୍ରୟାସ ଜରୁରୀ ସମୟରେ ଅନେକ ଅମୂଲ୍ୟ ଜୀବନ ରକ୍ଷା କରିବାରେ ସହାୟକ ହେବ।

ଓଡ଼ିଶାକୁ ଏକ ସମୃଦ୍ଧ, ସୁସ୍ଥ ଓ ସେବାପରାୟଣ ରାଜ୍ୟ ଭାବେ ଗଢ଼ିତୋଳିବା ପାଇଁ ଆମ ଯୁବଶକ୍ତିଙ୍କର ଏହି ଅତୁଳନୀୟ ସଂକଳ୍ପ ନିଶ୍ଚିତ ଭାବେ ପ୍ରେରଣାଦାୟୀ। ସେବା ଓ ମାନବିକତାର ଏହି ଧାରା ଏହିପରି ଅବ୍ୟାହ

ତ ରହୁ।
What's Your Reaction?
Like
0
Dislike
0
Love
0
Funny
0
Wow
0
Sad
0
Angry
0
Comments (0)