ଆନନ୍ଦପୁର କୋର୍ଟ ର ବରିଷ୍ଠ ମୋହରି ଭୀମ ନାଥ ଙ୍କ ବିୟୋଗରେ ଶୋକ

Nov 03, 2026 - 19:43
0 39
ଆନନ୍ଦପୁର କୋର୍ଟ ର ବରିଷ୍ଠ ମୋହରି ଭୀମ ନାଥ ଙ୍କ ବିୟୋଗରେ ଶୋକ

ବରିଷ୍ଟ ମୋହରୀ - ସ୍ଵର୍ଗର ଭୀମସେନ୍ ନାଥ... ଦୀର୍ଘ ୪୦ ବର୍ଷ ହେବ ମାନ୍ୟବର ଆନନ୍ଦପୁର କୋର୍ଟରେ ମୋହରି ଭାବେ କାର୍ଯ୍ୟ କରୁଥିବା ସମୟରେ ମୃତ୍ୟୁ ବରଣ କରିଛନ୍ତି।

କଳିଙ୍ଗ ଦର୍ପଣ //ସତ୍ୟ ଦାସ //ଆନନ୍ଦପୁର 

ତାଙ୍କ ଆତ୍ମାର ସଦ୍ ଗତି ନିମନ୍ତେ ମୋହରି ସଂଘ ତରଫରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ସନାତନ ଜେନା, ସଙ୍କର୍ଷଣ ପତି, ଅଜୟ ସାହୁ, ଅକ୍ଷୟ ମିଶ୍ର, ସୁଦର୍ଶନ ସାହୁ, ଶେଷଦେବ ନାଥ, ଅମର ରଣା, ବଳଭଦ୍ର ବେହେରା, ଦେବବ୍ରତ ବାରିକ, ଘନଶ୍ୟାମ ଯେନା, ସୁରେନ୍ଦ୍ର ଘଡେଇ,ପ୍ରତାପ କୁମାର ରାୟ,ମଦନ ମୋହନ ମିଶ୍ର, ମନ ନାଥ, ଅକ୍ଷୟ ନାଥ, ପଦ୍ମନାଭ ଯେନା, ରାମଚନ୍ଦ୍ର ଯେନା, ଜିତୁ ଯେନା, ସାନ୍ତନୁ ଯେନା, ଅଞ୍ଜନା ଯେନା, ଦିଲ୍ଲୀପ ଯେନା ଏବଂ ଅନ୍ୟ ସଦସ୍ୟ ମାନେ ଶୋକ ସଭା ବୈଠକ କରି ଦୁଃଖ ପ୍ରକାଶ କରିଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User