ବାଗୀଶ୍ବରୀ ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତ ସମାରୋହ
ବାଗୀଶ୍ଵରୀ ସଂସ୍କୃତ ମହାବିଦ୍ୟାଳୟ ଶାଳିକୋଠା ଠାରେ ସଂସ୍କୃତ ସମାରୋହଃ,ଵେଦପାଠ-ଆଶୁତୋଷ ରଥ।।ମଞ୍ଚାହ୍ଵାନ-କିରଣକୁମାର ଦାସ। ସ୍ଵାଗତ -ଜନାର୍ଦ୍ଦନ ମିଶ୍ର। ସଭାପତି -ଡ, ବିବେକାନନ୍ଦ ସାହୁ। ଆଭିମୁଖ୍ୟ -କାର୍ତ୍ତିକେଶ୍ଵର ପାତ୍ର। ଅଭିନନ୍ଦନ ଅଭିଭାଷଣ -ନିରଞ୍ଜନ ନନ୍ଦ। ମୁଖ୍ୟ ଅତିଥି -ପ୍ରୋ,ଡ଼, ପ୍ରଭାତ କୁମାର ମହାପାତ୍ର।କୁଳପତି, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ପୁରୀ। ବିଶିଷ୍ଟ ଅତିଥି -ସତ୍ୟଜିତ ମହାନ୍ତି, ତହସିଲ ଦାର, ଜଳେଶ୍ଵର, ମୁଖ୍ୟବକ୍ତା -ଡ, କେଶବ ଚନ୍ଦ୍ର ମହାପାତ୍ର। ଅଧ୍ୟକ୍ଷ, ନରେନ୍ଦ୍ର ନାଥ ସଂସ୍କୃତ ମହାବିଦ୍ୟାଳୟ,ସମ୍ମାନିତ ବକ୍ତା-ହରେକୃଷ୍ଣ ଜେନା, ପ୍ରଧାନ ଶିକ୍ଷକ। ବିଶିଷ୍ଟ ଵକ୍ତା-ଷଷ୍ଠୀଚରଣ ନନ୍ଦ, ବିବରଣୀ ପାଠ-ରଵିନାରାୟଣ ମିଶ୍ର, କବିତା ପାଠ-ସପନକୁମାର ମିଶ୍ର। ପୁସ୍ତକ ଉନ୍ମୋଚନ -ଗୀତ ଭାଗବତ। ସୁଶ୍ରୀ ପତ୍ରିକା। ସଂସ୍କୃତ ନୃତ୍ୟ ସଙ୍ଗୀତା,କିରଣ,ପ୍ରଣିତା। ଧନ୍ୟବାଦ -ହେମନ୍ତ କୁମାର ଦାସ। ସହଯୋଗ -ସମରଵଲ୍ଲଭ ସାହୁ, ସୁଜାତା ଦାସ,ରାଜିବ କର,ରଵିନ ମିଶ୍ର,ଡ଼, ଗୁରୁ ପ୍ରସାଦ ରାଉଳ,ଦେଵେନ୍ଦ୍ର ଭୂୟାଁ,ଗିରୀଶ ପାଣିଗ୍ରାହୀ, ସଞ୍ଜୟ ଦାସ।

What's Your Reaction?
Like
1
Dislike
0
Love
2
Funny
0
Wow
1
Sad
0
Angry
0
Comments (0)