ଆଞ୍ଚଳିକ ମହାବିଦ୍ୟାଳୟ, ହାଟଡିହିର ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତାର ନିରପେକ୍ଷ ତଦନ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Oct 18, 2026 - 22:21
0 57
ଆଞ୍ଚଳିକ ମହାବିଦ୍ୟାଳୟ, ହାଟଡିହିର ଛାତ୍ର ସଂସଦ ନିର୍ବାଚନରେ ଅନିୟମିତତାର ନିରପେକ୍ଷ ତଦନ୍ତ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

Kalinga Darpan // Anandapur 

ଛାତ୍ର ନିର୍ବାଚନ ଲଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଆଧାର କରି ନିର୍ବାଚନ ସମ୍ପର୍କିତ ପ୍ରମାଣ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଆଜି SDPO ଆନନ୍ଦପୁର , ତହସିଲଦାର ହାଟଡିହି , ନନ୍ଦିପଦା ଥାନାର IIC, ମହାବିଦ୍ୟାଳୟର ଅଧ୍ୟକ୍ଷ, ନିର୍ବାଚନ ଅଧ୍ୟକ୍ଷ, ଅଧ୍ୟାପକ, Cyber Crime ର team ଏବଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ CCTV ସେଟ୍‌ଅପ୍ ବକ୍ସ, ପେନ୍‌ଡ୍ରାଇଭ୍, ବାଲଟ୍ ବକ୍ସ ଏବଂ ନିର୍ବାଚନ ସମ୍ପର୍କିତ ସମସ୍ତ ନଥିପତ୍ର କଲେଜରୁ ଜବତ କରାଯାଇ ନନ୍ଦିପଦା ଥାନାରେ ସିଲ୍ କରି ସୁରକ୍ଷିତ ରଖାଯାଇଛି।

କଳିଙ୍ଗ ଦର୍ପଣ //ହାଟଡିହି //ସତ୍ୟ ଦାସ 

ଏବଂ ଦୁର୍ଭାଗ୍ୟର ବିଷୟ ଭୋଟ ଜାଲିଆତି କରିବା ପାଇଁ ନିର୍ବାଚିତ ପ୍ରାର୍ଥୀ ମାନଙ୍କୁ ହରାଇବା ପାଇଁ ୧୫ ତାରିଖ ନିର୍ବାଚନ ଦିନର ସମସ୍ତ ସିସିଟିଭି ଫୁଟେଜକୁ କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ଡିଲିଟ କରିଦିଆଯାଇଛି କାରଣ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଡବଲ ଟିକ ରେ ହରାଇବା ବ୍ୟବସ୍ଥାରେ ଧରା ନପଡ଼ିବା Cyber crime ର team ଦ୍ୱାରା ପ୍ରମାଣିତ ହୋଇଛି l

ଆମର ଦାବି ସ୍ପଷ୍ଟ—ନିର୍ବାଚନରେ ହୋଇଥିବା ଅନିୟମିତତାର ନିରପେକ୍ଷ ତଦନ୍ତ ହେଉ, ପ୍ରତ୍ୟେକ ପ୍ରମାଣର ବୈଧ ଯାଞ୍ଚ ହେଉ ଏବଂ ପ୍ରକୃତ ସତ୍ୟ ସାମ୍ନାକୁ ଆସୁ।

 ଆମେ ଚାହୁଁଛୁ ନିରପେକ୍ଷ ତଦନ୍ତ, ସ୍ୱଚ୍ଛତା ଏବଂ ଛାତ୍ରଛାତ୍ରୀଙ୍କୁ ନ୍ୟାୟ।

 ସତ୍ୟର ଜୟ ହେଉ, ଗଣତନ୍ତ୍ରର ସମ୍ମାନ ରହୁ!

ଛାତ୍ରଛାତ୍ରୀଙ୍କ ଅଧିକାର ପାଇଁ ଆମର ଲଢ଼େଇp ଜାରି ରହିବ।

What's Your Reaction?

Like Like 1
Dislike Dislike 0
Love Love 2
Funny Funny 0
Wow Wow 0
Sad Sad 0
Angry Angry 0

Comments (0)

User